Exclussive Interview With MLA Mohammed Moquim | Odisha Reporter
Advertisment
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କ ଉପରୁ ହଟିଛି ନିଲମ୍ବନ ନିର୍ଦ୍ଦେଶ। ଏଥର ମୋକିମ୍ ନିର୍ବାଚନ ଲଢ଼ିବେ ନା ଦଳ ପାଇଁ କାମ କରିବେ ? ଦଳ ଉପରେ ମୋକିମ୍ଙ୍କ ମନରେ ଅଛି କ୍ଷୋଭ ? କଣ ଥିଲା ଭୁଲ୍ ? କାହିଁକି ମିଳିଲା ଦଣ୍ଡ ? ନିଲମ୍ବନ ନିର୍ଦ୍ଦେଶ ହଟିବା ପରେ କଣ ରହିଛି ପ୍ଲାନିଂ ? ଏ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନଖୋଲି କଥା ହେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us