ନୂଆ ଦଳ ଗଠନ କରିଛନ୍ତି ଚାଷୀ ନେତା ଅକ୍ଷୟ କୁମାର । ଆଶା ରଖିଛନ୍ତି ୧୪୭ରୁ ଜିତିବେ ୪୦ ଆସନ । ନୂଆ ଦଳ ଗଠନ ନେଇ କିଏ କରୁଛି ଫାଇନାନ୍ସ ? କେଉଁଠୁ ଆଣୁଛନ୍ତି ଟଙ୍କା ? ଏହା କୌଣସି ଦଳର B-TEAM ନୁହେଁ ତ ? କେମିତି ଦେଉଛନ୍ତି ସେ ୪୨ ହଜାର ଟଙ୍କା ଘର ଭଡ଼ା ?