ମଦ ବେପାର: ସରକାରଙ୍କ 3 ହଜାର, ଲାଭ 27 ହଜାର | How to Start Liquor Business ? | Exclusive Interview | OR
Advertisment
ରାଜ୍ୟରେ କେମିତି ହୁଏ ଦେଶୀ ମଦର ବେପାର ? ରାଜ୍ୟ ସରକାର କାହିଁକି ଦେଶୀ ମଦ ଭାଟିର ରି-ଅକ୍ସନ କରନ୍ତି ନାହିଁ। ଏହାଦ୍ବାରା ଫାଇଦା କାହାର ହୁଏ ? କେମିତି ମଦ ବ୍ୟବସାୟୀମାନେ କୋଟି କୋଟି ଟଙ୍କା ଅଳ୍ପ ଦିନରେ ଉପାର୍ଜନ କରନ୍ତି ? ବଲାଙ୍ଗିର, ସମ୍ବଲପୁରରେ ରେଡ ବେଳେ ମିଳିଥିବା କୋଟି କୋଟି ଟଙ୍କା ମିଳିଛି। ରାଜ୍ୟରେ କେମିତି ଚାଲିଥିଲା ମଦ ବ୍ୟବସାୟ, ତାର ଆଖି ଖୋଲି ଦେଇଛି ଏହି ରେଡ । ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us