Advertisment

ମୁଖ ଗହ୍ବର କର୍କଟ ଜାଣିବେ କେମିତି ?

ଦିନକୁ ଦିନ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

author-image
Manoj Swain

ଦିନକୁ ଦିନ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିୟମିତ ତମାଖୁ ସେବନ ଓ ଧୂମ୍ର ପାନ ଯୋଗୁଁ ଏଭଳି ହେଉଥିବା ଦେଖିବାକୁ ମିଳିଛି। ତେବେ ତମାଖୁ ସେବନ ଓ ଏହାଯୋଗୁଁ ହେଉଥିବା ମୁଖ ଗହ୍ବର କର୍କଟ ସଂପର୍କରେ ଅଧିକ ସୂଚନା ଦେଉଛନ୍ତି ଅଙ୍କୋଲୋଜିଷ୍ଟ ଡାକ୍ତର ରୁପସା।

Advertisment
Odisha Cancer