ଛାଡ଼ିବେ ନା ଖାଇବେ...ନିଷ୍ପତ୍ତି ପୂର୍ବରୁ ଏଇଟା ଦେଖିନିଅନ୍ତୁ | Exclusive interview | Odisha Reporter
Advertisment
ଦିନକୁ ଦିନ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିୟମିତ ତମାଖୁ ସେବନ ଓ ଧୂମ୍ର ପାନ ଯୋଗୁଁ ଏଭଳି ହେଉଥିବା ଦେଖିବାକୁ ମିଳିଛି। ତେବେ ତମାଖୁ ସେବନ ଓ ଏହାଯୋଗୁଁ ହେଉଥିବା ମୁଖ ଗହ୍ବର କର୍କଟ ସଂପର୍କରେ ଅଧିକ ସୂଚନା ଦେଉଛନ୍ତି ଅଙ୍କୋଲୋଜିଷ୍ଟ ଡାକ୍ତର ରୁପସା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us