ସହିଦ ବାଜି ରାଉତଙ୍କର କଥା କିଏ ନ ଜାଣିଛି। ହେଲେ ସେ ଘଟଣାକୁ ଦେଖିଥିବା ଜଣେ ଲୋକ ଏବେ ବି ଜୀବୀତ ଅଛନ୍ତି । ତାଙ୍କ ନାଁ କାହ୍ନୁଚରଣ ମଲ୍ଲିକ। ଘର ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର। ଆମକୁ ସେ କହିଛନ୍ତି କେତେ ହୃଦୟ ବିଦାରକ ଥିଲା ସେ ସମୟର ଘଟଣା । କେମିତି ଇଂରେଜମାନେ ଗୁଳି କରି ମାରିଦେଲେ ତାଙ୍କ ସାଙ୍ଗ ବାଜିଆକୁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Interview
+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍
ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ବିଷ୍ଣୁ ଚରଣ ନାୟକ ।
Interview
ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ
ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।