'ମୁଁ ଦେଖିଛି ବାଜିଆକୁ ଗୁଳି'

ଆମକୁ ସେ କହିଛନ୍ତି କେତେ ହୃଦୟ ବିଦାରକ ଥିଲା ସେ ସମୟର ଘଟଣା । କେମିତି ଇଂରେଜମାନେ ଗୁଳି କରି ମାରିଦେଲେ ତାଙ୍କ ସାଙ୍ଗ ବାଜିଆକୁ ।

Manoj Swain
  • Published: Friday, 11 August 2023
  • Updated: 11 August 2023, 03:29 PM IST

Sports

Latest News

ସହିଦ ବାଜି ରାଉତଙ୍କର କଥା କିଏ ନ ଜାଣିଛି। ହେଲେ ସେ ଘଟଣାକୁ ଦେଖିଥିବା ଜଣେ ଲୋକ ଏବେ ବି ଜୀବୀତ ଅଛନ୍ତି । ତାଙ୍କ ନାଁ କାହ୍ନୁଚରଣ ମଲ୍ଲିକ। ଘର ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର। ଆମକୁ ସେ କହିଛନ୍ତି କେତେ ହୃଦୟ ବିଦାରକ ଥିଲା ସେ ସମୟର ଘଟଣା । କେମିତି ଇଂରେଜମାନେ ଗୁଳି କରି ମାରିଦେଲେ ତାଙ୍କ ସାଙ୍ଗ ବାଜିଆକୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos