Advertisment

ଚର୍ଚ୍ଚାରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀ, ଏଥର କିଏ ମାରିବ ବାଜି ?

ବାରବାଟୀ-କଟକ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଏବେ ଚର୍ଚ୍ଚାରେ । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ।

Advertisment

ବାରବାଟୀ-କଟକ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଏବେ ଚର୍ଚ୍ଚାରେ । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ତେବେ ରାଜନୀତିକୁ ଆସି ସୋଫିଆ କେତେ ଖୁସି ? ରାଜନୀତି ପାଇଁ ଇଛା ଥିଲା ନା ପରିସ୍ଥିତିରେ ପଡି ପ୍ରାର୍ଥୀ ହୋଇଛନ୍ତି । ଏନେଇ ଆମର ସ୍ବତନ୍ତ୍ର ସାକ୍ଷତକାର କାର୍ଯ୍ୟକ୍ରମରେ କଣ କହିଛନ୍ତି ସୋଫିଆ ଫିର୍ଦ୍ଦୋସ ଶୁଣନ୍ତୁ...  

Advertisment
Odisha Congress Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe