Advertisment

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ କ’ଣ କହିଲେ ବାବା ରାମଦେବ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ନିଜର ସ୍ପଷ୍ଟ ମତ ରଖିଛନ୍ତି ଯୋଗଗୁରୁ ବାବା ରାମଦେବ ।

Advertisment

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ନିଜର ସ୍ପଷ୍ଟ ମତ ରଖିଛନ୍ତି ଯୋଗଗୁରୁ ବାବା ରାମଦେବ । ଓଡ଼ିଶା ଆଗମନରେ ବାବା ରାମଦେବ କହିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବା ଉଚିତ। ସେହିପରି ବାବାଙ୍କୁ ରୋଗ ହେଲେ ସେ ଏଲୋପ୍ୟାଥିକ ଖାଆନ୍ତି ନା ଆୟୁର୍ବେଦ ଚିକିତ୍ସା କରନ୍ତି ପ୍ରଶ୍ନରେ କଣ କହିଲେ, ଦେଖନ୍ତୁ ଏହି ସ୍ୱତନ୍ତ୍ର ସାକ୍ଷାତକାର । 

Advertisment
Baba Ramdev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe