ବିଜେଡିର ଗୁମର ଖୋଲିଦେଲେ ସିଦ୍ଧାନ୍ତ

ସାଂସଦ ଭାବେ ବ୍ରହ୍ମପୁରରୁ ଦୁଇ ଥର ନିର୍ବାଚିତ ହେବା ପରେ ବି ତାଙ୍କ ଉପରେ କାହିଁକି ଭରସା କଲାନି ବିଜେଡି ?

Jitendra Garnayak
  • Published: Saturday, 13 April 2024
  • Updated: 13 April 2024, 08:33 PM IST

Sports

Latest News

ଓଡ଼ିଆ ସିନେ ଅଭିନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ସେ କାହିଁକି ଛାଡ଼ିଲେ ବିଜେଡି ? ସାଂସଦ ଭାବେ ବ୍ରହ୍ମପୁରରୁ ଦୁଇ ଥର ନିର୍ବାଚିତ ହେବା ପରେ ବି ତାଙ୍କ ଉପରେ କାହିଁକି ଭରସା କଲାନି ବିଜେଡି ? ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ବିଜେଡିର ଗୁମର ଖୋଲି ଦେଲେ ସିଦ୍ଧାନ୍ତ ମହାପାତ୍ର। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos