ଅଦ୍ୟତନ ହୋଇଛି
\'16 ମସିହାରୁ ସବୁ ବନ୍ଦ ହୋଇଗଲା, ଆମେ ଏକଛତ୍ରବାଦ ଆଡ଼କୁ ପଳାଇଲେ\'| Exclusive Interview with Sidhant Mohapatra.
Advertisment
ଓଡ଼ିଆ ସିନେ ଅଭିନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ସେ କାହିଁକି ଛାଡ଼ିଲେ ବିଜେଡି ? ସାଂସଦ ଭାବେ ବ୍ରହ୍ମପୁରରୁ ଦୁଇ ଥର ନିର୍ବାଚିତ ହେବା ପରେ ବି ତାଙ୍କ ଉପରେ କାହିଁକି ଭରସା କଲାନି ବିଜେଡି ? ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ବିଜେଡିର ଗୁମର ଖୋଲି ଦେଲେ ସିଦ୍ଧାନ୍ତ ମହାପାତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us