Advertisment

ବିଜେଡିକୁ ଢଳୁଛନ୍ତି ବିଧାୟକ ମକରନ୍ଦ ମୁଦୁଲି!

ରାୟଗଡ଼ା ଟିକେଟ ଦୌଡ଼ରେ ଅନେକ ବିଜେଡି ନେତା ଥିବାବେଳେ ସେ ସମସ୍ତଙ୍କୁ  ପଛରେ ପକାଇ ମକରନ୍ଦଙ୍କୁ କ’ଣ ପ୍ରାର୍ଥୀ କରିବ ଦଳ?

author-image
Jitendra Garnayak

ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି। ନିର୍ବାଚନ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ। ଏବେ ଢଳି ଯାଉଛନ୍ତି ବିଜେଡିକୁ। ସାମିଲ ହେଉଛନ୍ତି ବିଜେଡିର କାର୍ଯ୍ୟକ୍ରମରେ। ପ୍ରଶଂସା କରୁଛନ୍ତି ନବୀନଙ୍କୁ। ହେଲେ ବିଜେଡିରେ ଯୋଗଦେବେ କି, ପ୍ରାଥମିକ ସଦସ୍ୟ ହେବେ କି ନାହିଁ ବୋଲି ପଚାରିଲେ କହୁଛନ୍ତି ସମୟ କହିବ। ରାୟଗଡ଼ା ଟିକେଟ ଦୌଡ଼ରେ ଅନେକ ବିଜେଡି ନେତା ଥିବାବେଳେ ସେ ସମସ୍ତଙ୍କୁ  ପଛରେ ପକାଇ ମକରନ୍ଦଙ୍କୁ କ’ଣ ପ୍ରାର୍ଥୀ କରିବ ଦଳ? ଏନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ମକରନ୍ଦ ମୁଦୁଲି।  

Advertisment