ଡାଟା ପ୍ରୋଟେକ୍ସନ ବିଲ, ବାହାନଗା ଟ୍ରେନ ଟ୍ରାଜେଡି, ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଲୋକସଭା ନିର୍ବାଚନ ଲଢିବାକୁ ନେଇ ଆମ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ଆମର ସ୍ବତନ୍ତ୍ର ସାକ୍ଷାତକାରରେ କଣ କହିଛନ୍ତି ? ଆସନ୍ତୁ ଶୁଣିବା ।