ITI Student Becomes Man Of Crore | Odisha Reporter
ITIରୁ କୋଟିପତି । ଦିନେ ପକେଟ୍ରେ ଟଙ୍କାଟେ ନଥିଲା କିନ୍ତୁ ଏବେ ସେ କୋଟିପତି। ଆଇଟିଆଇ ପାଠ ପଢ଼ା ସରିବା ପରେ ବାଇକ୍ ଗ୍ୟାରେଜରେ ଆରମ୍ଭ କରିଥିଲେ କାମ। କିନ୍ତୁ କିଛି ନୂଆ କରିବାର ଆଶା ତାଙ୍କୁ ଅସ୍ତବ୍ୟସ୍ତ କରିଦେଉଥିଲା। ଏ ସବୁ କେମିତି ସମ୍ଭବ ହେଲା ? ପକେଟ୍ରେ ପଇସା ନଥିଲା କି ପରିବାର ଲୋକେ ସହଯୋଗର ହାତ ବଢ଼ାଇନଥିଲେ ତଥାପି କୋଟିପତି କେମିତି ହେଲେ ? ଆମର ‘ୟୁଥ୍ ଷ୍ଟାର୍ଟଅପ୍’ କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀ ନିହାର ପଣ୍ଡା କହିବେ, ଅସମ୍ଭବ କେମିତି ହେଲା ସମ୍ଭବ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
