ITIରୁ କୋଟିପତି । ଦିନେ ପକେଟ୍ରେ ଟଙ୍କାଟେ ନଥିଲା କିନ୍ତୁ ଏବେ ସେ କୋଟିପତି। ଆଇଟିଆଇ ପାଠ ପଢ଼ା ସରିବା ପରେ ବାଇକ୍ ଗ୍ୟାରେଜରେ ଆରମ୍ଭ କରିଥିଲେ କାମ। କିନ୍ତୁ କିଛି ନୂଆ କରିବାର ଆଶା ତାଙ୍କୁ ଅସ୍ତବ୍ୟସ୍ତ କରିଦେଉଥିଲା। ଏ ସବୁ କେମିତି ସମ୍ଭବ ହେଲା ? ପକେଟ୍ରେ ପଇସା ନଥିଲା କି ପରିବାର ଲୋକେ ସହଯୋଗର ହାତ ବଢ଼ାଇନଥିଲେ ତଥାପି କୋଟିପତି କେମିତି ହେଲେ ? ଆମର ‘ୟୁଥ୍ ଷ୍ଟାର୍ଟଅପ୍’ କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀ ନିହାର ପଣ୍ଡା କହିବେ, ଅସମ୍ଭବ କେମିତି ହେଲା ସମ୍ଭବ ? ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’