Advertisment

ITIରୁ କୋଟିପତି

ପକେଟ୍‌ରେ ପଇସା ନଥିଲା କି ପରିବାର ଲୋକେ ସହଯୋଗର ହାତ ବଢ଼ାଇନଥିଲେ ତଥାପି କୋଟିପତି କେମିତି ହେଲେ ?

Advertisment

ITIରୁ କୋଟିପତି । ଦିନେ ପକେଟ୍‌ରେ ଟଙ୍କାଟେ ନଥିଲା କିନ୍ତୁ ଏବେ ସେ କୋଟିପତି। ଆଇଟିଆଇ ପାଠ ପଢ଼ା ସରିବା ପରେ ବାଇକ୍ ଗ୍ୟାରେଜରେ ଆରମ୍ଭ କରିଥିଲେ କାମ। କିନ୍ତୁ କିଛି ନୂଆ କରିବାର ଆଶା ତାଙ୍କୁ ଅସ୍ତବ୍ୟସ୍ତ କରିଦେଉଥିଲା। ଏ ସବୁ କେମିତି ସମ୍ଭବ ହେଲା ? ପକେଟ୍‌ରେ ପଇସା ନଥିଲା କି ପରିବାର ଲୋକେ ସହଯୋଗର ହାତ ବଢ଼ାଇନଥିଲେ ତଥାପି କୋଟିପତି କେମିତି ହେଲେ ? ଆମର ‘ୟୁଥ୍ ଷ୍ଟାର୍ଟଅପ୍‌’ କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀ ନିହାର ପଣ୍ଡା କହିବେ, ଅସମ୍ଭବ କେମିତି ହେଲା ସମ୍ଭବ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Startup Company
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe