Advertisment

'ମୁଁ ଆଉ ବିଜେଡି ଯିବିନି'

ସୁନ୍ଦରଗଡ଼ର ବିଧାୟକ କୁସୁମ ଟେଟେଙ୍କ ଗତି କୁଆଡ଼େ ? ପୁଣି ଫେରିବେ କି ବିଜେଡିକୁ ? ନା ବିଜେପିରେ ରହି ଉଡ଼ାଇବେ ବିଜୟ ବାନା ?

Advertisment

ସୁନ୍ଦରଗଡ଼ର ବିଧାୟକ କୁସୁମ ଟେଟେଙ୍କ ଗତି କୁଆଡ଼େ ? ପୁଣି ଫେରିବେ କି ବିଜେଡିକୁ ? ନା ବିଜେପିରେ ରହି ଉଡ଼ାଇବେ ବିଜୟ ବାନା ? ବିଜେପିର ବିଧାୟକ ଥିବା କୁସୁମଙ୍କୁ ମିଳୁଛି ତ ସରକାରୀ ବାବୁଙ୍କ ସାହାଯ୍ୟ, ସହଯୋଗ ? 24 ନିର୍ବାଚନ ପାଇଁ କଣ ରହିଛି ତାଙ୍କ ପ୍ଲାନିଂ ? ଏନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ।

Advertisment
Odisha Bjp Kusum Tete
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe