Advertisment

ଆୟୁଷ୍ମାନ ଭାରତ ଲାଗୁ ନ ହେବା ଓଡ଼ିଶାବାସୀଙ୍କ ସହ ଅନ୍ୟାୟ: ମୋଦି

ମୁଁ ରିମୋଟ୍‌ରେ ଚାଲିବା ଭଳି ବ୍ୟକ୍ତି ନୁହେଁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଟିଭିକୁ ସାକ୍ଷାତକାର ଦେଇ ଏପରି କହିଥିଲେ।

Advertisment

ମୁଁ ରିମୋଟ୍‌ରେ ଚାଲିବା ଭଳି ବ୍ୟକ୍ତି ନୁହେଁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଟିଭିକୁ ସାକ୍ଷାତକାର ଦେଇ ଏପରି କହିଥିଲେ। ଖାଲି ସେତିକି ନୁହେଁ, ଓଡ଼ିଶାରେ ବିଜେପି ସରକାର ହେବା ନେଇ ପୁଣି ଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୋଦି। ମୋଦି ଆହୁରି କହିଥିଲେ, ରାଜନୀତିରେ ମୋର ଲମ୍ବା ଅନୁଭବ ରହିଛି। ସଂଗଠନ, ନିର୍ବାଚନ ଲଢ଼ିବା ଓ ଲଢ଼େଇବାର ଅନୁଭବ ରହିଛି। ଲୋକଙ୍କ ସହ ସବୁବେଳେ ମିଶିକି ରହିବା ଲୋକ ମୁଁ। ଓଡ଼ିଶାକୁ ବାରମ୍ବାର ଯିବା ଆସିବା ଭିତରେ ମୁଁ ଅନେକ କିଛି ଦେଖିଲି। ଓଡ଼ିଶା ଲୋକ କିଛି ଭିନ୍ନ ସନ୍ଧାନରେ ଅଛନ୍ତି।

Advertisment
Odisha Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe