ସର୍ଭେ କହୁଛି ବିଜେଡି ଖସୁଛି ବିଜେପି ବଢୁଛି | Odisha Reporter
ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଉ ଲଢ଼ିବେନି ବିଧାନସଭା ନିର୍ବାଚନ। ଏଥର ମୈଦାନକୁ ଆସିବେ ତାଙ୍କ ପୁଅ। ହେଲେ ସେ ରାଜନୀତିକୁ ବାଏ ବାଏ କରିବେନି ବୋଲି କହିଛନ୍ତି। ସର୍ଭେ ରିପୋର୍ଟ ନେଇ ନରସିଂହ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରିପୋର୍ଟ କହୁଛି ବିଜେପି ବଢୁଛି ବିଜେଡି ଖସୁଛି। ଏହାଛଡ଼ା ସେ ଆମ ସହିତ ବିଜୁ ବାବୁଙ୍କ ସମୟର ଅନେକ ଅକୁହା କଥା ସେୟାର କରିଛନ୍ତି। ତେବେ ଏହାକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
