Advertisment

ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

୨୦୨୪ ନିର୍ବାଚନ ଲଢ଼ିବେ ନାହିଁ କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କଲେ ନରସିଂହ।

ଅଦ୍ୟତନ ହୋଇଛି
Advertisment

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଉ ଲଢ଼ିବେନି ବିଧାନସଭା ନିର୍ବାଚନ। ଏଥର ମୈଦାନକୁ ଆସିବେ ତାଙ୍କ ପୁଅ। ହେଲେ ସେ ରାଜନୀତିକୁ ବାଏ ବାଏ କରିବେନି ବୋଲି କହିଛନ୍ତି। ସର୍ଭେ ରିପୋର୍ଟ ନେଇ ନରସିଂହ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରିପୋର୍ଟ କହୁଛି ବିଜେପି ବଢୁଛି ବିଜେଡି ଖସୁଛି। ଏହାଛଡ଼ା ସେ ଆମ ସହିତ ବିଜୁ ବାବୁଙ୍କ ସମୟର ଅନେକ ଅକୁହା କଥା ସେୟାର କରିଛନ୍ତି। ତେବେ ଏହାକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।

Advertisment
Narasingha Mishra Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe