Advertisment

'ଯିଏ ଭାଇର କର୍ତ୍ତବ୍ୟ କରିପାରିଲାନି ସେ କି ଭାଇ'

ବଡ଼ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନବୀନଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। 'ନବୀନ ବାବୁଙ୍କର କାହା ସହିତ ସମ୍ପର୍କ ନାହିଁ।'

author-image
Manoj Swain

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ। ଭାଇ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଦିଲ୍ଲୀପ କହିଛନ୍ତି, 'ଯିଏ ଭାଇର କର୍ତ୍ତବ୍ୟ କରିପାରିଲାନି, ସେ କି ଭାଇ, ନବୀନ କାହା ସହିତ ସମ୍ପର୍କ ରଖିଲେନାହିଁ।'

Advertisment
Odisha Naveen Patnaik