'ଯିଏ ଭାଇର କର୍ତ୍ତବ୍ୟ କରିପାରିଲାନି ସେ କି ଭାଇ' 

  • Published: Tuesday, 11 July 2023
  • , Updated: 11 July 2023, 04:13 PM IST

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ। ଭାଇ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଦିଲ୍ଲୀପ କହିଛନ୍ତି, 'ଯିଏ ଭାଇର କର୍ତ୍ତବ୍ୟ କରିପାରିଲାନି, ସେ କି ଭାଇ, ନବୀନ କାହା ସହିତ ସମ୍ପର୍କ ରଖିଲେନାହିଁ।'

Related story