Advertisment

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ପୁତୁରା ଓ ଝିଆରୀ

ବଡ଼ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନବୀନଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। 'ବିଜୁ ବାବୁ ସମସ୍ତଙ୍କ ସହିତ ସଂପର୍କ ରଖିଥିଲେ। କିନ୍ତୁ ନବୀନ ବାବୁଙ୍କର କାହା ସହିତ ସମ୍ପର୍କ ନାହିଁ। ମୁଁ ୟା ଭିତରେ ଦୁଇ ଥର ଅପରେସନ ହୋଇସାରିଲିଣି। କିନ୍ତୁ ଦିନେ ହେଲେ ବି ସେ ଭଲମନ୍ଦ ପଚାରି ନାହାନ୍ତି।'

Advertisment

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ପୁତୁରା ଓ ଝିଆରୀ । ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ସଂଗ୍ରହାଳୟ ପାଲଟି ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢ଼ିଥିବା ଆନନ୍ଦ ଭବନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଘର ଭାଙ୍ଗିରୁଜି ଗଲାଣି। 

Advertisment
Odisha Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe