Advertisment

କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?

ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

author-image
Jitendra Garnayak

ପଦ୍ମଶ୍ରୀ ଶିବାନନ୍ଦ ବାବା । ଜାଣି ଆଶ୍ଚର୍ଯ୍ୟ ହେବେ, ବାବାଙ୍କ ବୟସ ୧୨୯ ବର୍ଷ। ତାଙ୍କୁ ଦେଖିଲେ ମନରେ ପ୍ରଶ୍ନ ଉଠେ, ବର୍ତ୍ତମାନ ସମୟରେ ୫୦ ବର୍ଷ ଡେଇଁବା କଷ୍ଟକର, କିନ୍ତୁ ବାବା ଏତେ ବର୍ଷ ହେଲା ସୁସ୍ଥ ଭାବେ କେମିତି ଜୀବନ ଜୀଇଁଛନ୍ତି ? ଦେଖନ୍ତୁ ଏହି ସାକ୍ଷାତକାର। 

Advertisment