ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି

  • Published: Saturday, 30 November 2024
  • , Updated: 30 November 2024, 10:15 PM IST

କେମିତି ଗଞ୍ଜାମ ଗଡ଼ ଦଖଲ କଲା ବିଜେପି ? ୧୩ଟି ଆସନରୁ ୧୧ଟିରେ କାହିଁକି ଜିତିଲେ ବିଜେପିର ପ୍ରାର୍ଥୀ ? ଓ-ହବ୍‌ରେ ଚାଲିଥିଲା କି ବିଜେଡିର ଆଇଟି ସେଲ୍ ? କାହିଁକି ଚାକିରି ଛାଡ଼ିଲେ ଓମକାର ରାୟ ? କେମିତି MSME କ୍ଷେତ୍ରରେ ବିକାଶ କରିବ ଓଡ଼ିଶା ? ଏ ନେଇ କ’ଣ ଉତ୍ତର ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଦେଖନ୍ତୁ ଏହି ସାକ୍ଷାତକାର। 

Related story