\'ଶାଢି ପିନ୍ଧି ମୁଁ କେମିତି ଦୌଡ଼ିଲି 42 କି.ମି.\' | Odisha Reporter
ଶାଢ଼ି ପିନ୍ଧି ମାରାଥନରେ ୪୨ କିଲୋମିଟର ଦୌଡ଼ିବା ଏକ ଚ୍ୟାଲେଞ୍ଜ ଏବଂ ଏହାକୁ କରି ଦେଖାଇଛନ୍ତି ଓଡ଼ିଆ ଝିଅ ମଧୁସ୍ମିତା ଜେନା। ଇଂଲଣ୍ଡର ମାଞ୍ଚେଷ୍ଟର ସହର ମାରାଥନରେ ୪ ଘଣ୍ଟା ୫୦ ମିନିଟ ଦୌଡ଼ି ସେ ରେକର୍ଡ କରିଛନ୍ତି। ତେବେ କେମିତି ଥିଲା ତାଙ୍କ ପ୍ରସ୍ତୁତି ? କେମିତି ଶାଢ଼ି ପିନ୍ଧି ଏତେଦୂର ଦୌଡ଼ି ପାରିଲେ ମଧୁସ୍ମିତା ? ସେ ବିଷୟରେ ଆମ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
