Advertisment

'ଶାଢି ପିନ୍ଧି ମୁଁ କେମିତି ଦୌଡ଼ିଲି ୪୨ କିଲୋମିଟର'

ଇଂଲଣ୍ଡର ମାଞ୍ଚେଷ୍ଟର ସହର ମାରାଥନରେ ୪ ଘଣ୍ଟା ୫୦ ମିନିଟ ଦୌଡ଼ି ମଧୁସ୍ମିତା ରେକର୍ଡ କରିଥିଲେ।

Advertisment

ଶାଢ଼ି ପିନ୍ଧି ମାରାଥନରେ ୪୨ କିଲୋମିଟର ଦୌଡ଼ିବା ଏକ ଚ୍ୟାଲେଞ୍ଜ ଏବଂ ଏହାକୁ କରି ଦେଖାଇଛନ୍ତି ଓଡ଼ିଆ ଝିଅ ମଧୁସ୍ମିତା ଜେନା। ଇଂଲଣ୍ଡର ମାଞ୍ଚେଷ୍ଟର ସହର ମାରାଥନରେ ୪ ଘଣ୍ଟା ୫୦ ମିନିଟ ଦୌଡ଼ି ସେ ରେକର୍ଡ କରିଛନ୍ତି। ତେବେ କେମିତି ଥିଲା ତାଙ୍କ ପ୍ରସ୍ତୁତି ? କେମିତି ଶାଢ଼ି ପିନ୍ଧି ଏତେଦୂର ଦୌଡ଼ି ପାରିଲେ ମଧୁସ୍ମିତା ? ସେ ବିଷୟରେ ଆମ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe