ଚଳିତ ନିର୍ବାଚନରେ ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ହାତ ଛାଡ଼ି ଶଙ୍ଖ ଫୁଙ୍କିବା ପରେ ତାଙ୍କ ଉପରେ ଦଳ ଭରସା କରିଛି। ଆଦିବାସୀଙ୍କ ପାଇଁ ବିଜେଡି ସରକାର କଣ କରିଛି ? କେତେ ଉପକୃତ ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ? ବିଜେଡି ପ୍ରାର୍ଥୀଙ୍କୁ ଲୋକେ କାହିଁକି ଭୋଟ ଦେବେ ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏ ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଦିବାସୀ ନେତା ତଥା ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପ୍ରଦୀପ କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା
କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ?

Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।

Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’