କଳା ବହି ଖାଇବ କି ବିଜେଡି ଭୋଟ୍ ? | Exclusive Interview With Pradeep Majhi। Odisha Reporter
Advertisment
ଚଳିତ ନିର୍ବାଚନରେ ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ହାତ ଛାଡ଼ି ଶଙ୍ଖ ଫୁଙ୍କିବା ପରେ ତାଙ୍କ ଉପରେ ଦଳ ଭରସା କରିଛି। ଆଦିବାସୀଙ୍କ ପାଇଁ ବିଜେଡି ସରକାର କଣ କରିଛି ? କେତେ ଉପକୃତ ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ? ବିଜେଡି ପ୍ରାର୍ଥୀଙ୍କୁ ଲୋକେ କାହିଁକି ଭୋଟ ଦେବେ ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏ ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଦିବାସୀ ନେତା ତଥା ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us