‘ସରକାର ବିରୁଡ଼ି ବସାରେ ହାତ ମାରିଦେଲେ’ | Exclusive Interview with Narasingha Mishra | Odisha Reporter
ଆଦିବାସୀଙ୍କ ଜମି ବିକ୍ରି ନେଇ ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହେବା ଓ ପୁଣି ସ୍ଥଗିତ କରିବା କେତେଦୂର ଠିକ୍ ? ଏହାକୁ ନେଇ ବର୍ତ୍ତମାନ ଚାଲି ରହିଛି ତମ୍ବି ତୋଫାନ । ସେହିପରି କିଛିଦିନ ତଳେ ଓଡ଼ିଶା ଦି ଭାଗ ହୋଇଯିବ ବୋଲି ଏକ ବୟାନ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏହା ପଛରେ ଉଦ୍ଦେଶ୍ୟ କଣ ? କାହିଁକି ସେ ଦେଲେ ଏପରି ବୟାନ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାର ସ୍ଥିତି କେମିତି ଅଛି, ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
