ଆଦିବାସୀଙ୍କ ଜମି ବିକ୍ରି ନେଇ ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହେବା ଓ ପୁଣି ସ୍ଥଗିତ କରିବା କେତେଦୂର ଠିକ୍ ? ଏହାକୁ ନେଇ ବର୍ତ୍ତମାନ ଚାଲି ରହିଛି ତମ୍ବି ତୋଫାନ । ସେହିପରି କିଛିଦିନ ତଳେ ଓଡ଼ିଶା ଦି ଭାଗ ହୋଇଯିବ ବୋଲି ଏକ ବୟାନ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏହା ପଛରେ ଉଦ୍ଦେଶ୍ୟ କଣ ? କାହିଁକି ସେ ଦେଲେ ଏପରି ବୟାନ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାର ସ୍ଥିତି କେମିତି ଅଛି, ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Interview
+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍
ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ବିଷ୍ଣୁ ଚରଣ ନାୟକ ।
Interview
ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ
ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।
Interview
ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ: କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ?
ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ?