Advertisment

‘ସରକାର ବିରୁଡ଼ି ବସାରେ ହାତ ମାରିଦେଲେ’

ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହେବା ଓ ପୁଣି ସ୍ଥଗିତ କରିବା କେତେଦୂର ଠିକ୍ ?

Advertisment

ଆଦିବାସୀଙ୍କ ଜମି ବିକ୍ରି ନେଇ ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହେବା ଓ ପୁଣି ସ୍ଥଗିତ କରିବା କେତେଦୂର ଠିକ୍ ? ଏହାକୁ ନେଇ ବର୍ତ୍ତମାନ ଚାଲି ରହିଛି ତମ୍ବି ତୋଫାନ । ସେହିପରି କିଛିଦିନ ତଳେ ଓଡ଼ିଶା ଦି ଭାଗ ହୋଇଯିବ ବୋଲି ଏକ ବୟାନ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏହା ପଛରେ ଉଦ୍ଦେଶ୍ୟ କଣ ? କାହିଁକି ସେ ଦେଲେ ଏପରି ବୟାନ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାର ସ୍ଥିତି କେମିତି ଅଛି, ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

Advertisment
Odisha Congress Narasingha Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe