Man Displaced From Pakistan(Undivided India)Settled At Bhubaneswar | Odisha Reporter
ଭାରତ ପାକିସ୍ତାନ ବିଭାଜନ ଆଜି ପର୍ଯ୍ୟନ୍ତ ଏକ ଦୁଃଖଦ ଘଟଣା ହୋଇ ରହିଛି । ଯେଉଁମାନେ ପାକିସ୍ତାନରେ ଥିଲେ ସେମାନେ ଭାରତ ଆସିଲେ ଏବଂ ଯେଉଁମାନେ ଭାରତରେ ଥିଲେ ସେମାନେ ପାକିସ୍ତାନ ଗଲେ । ପାକିସ୍ତାନରୁ ଭାରତ ଫେରିବାବେଳେ ଅନେକ ହୃଦୟ ବିଦାରକ ଘଟଣା ଘଟିଛି । ଅନେକ ଲୋକଙ୍କର ଧନ ଜୀବନ ନଷ୍ଟ ହୋଇଛି । ଏମିତି ଜଣେ ବ୍ୟକ୍ତ ହେଉଛନ୍ତି ଭୁବନେଶ୍ବରର ରିଷି ଦେବ ବାତ୍ରା । ପାକିସ୍ତାନରେ ରହୁଥିବା ରିଷିଙ୍କ ପରିବାର ୧୯୪୭ ମସିହାର ବିଭାଜନ ବେଳେ ପାକିସ୍ତାନ ଛାଡି ଚାଲି ଆସିଥିଲେ ଭାରତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
