Advertisment

'ଆଜି ସିଏ, କାଲି ତୁମେ ବି ହୋଇପାର'

ଗଣମାଧ୍ୟମ ଉପରେ ସରକାରଙ୍କର ଆକ୍ରୋସ। ଗଣମାଧ୍ୟମ ସଂସ୍ଥା ଉପରେ ଇଓଡବ୍ଲ୍ୟୁର ଚଢାଉ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ।

Advertisment

ଗଣମାଧ୍ୟମ ଉପରେ ସରକାରଙ୍କର ଆକ୍ରୋସ। ଗଣମାଧ୍ୟମ ସଂସ୍ଥା ଉପରେ ଇଓଡବ୍ଲ୍ୟୁର ଚଢାଉ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ। ଆଜି ଯେଉଁ ସଂସ୍ଥାମାନେ ଗୋଟିଏ ଗଣମାଧ୍ୟମ ସଂସ୍ଥା ଉପରେ ହେଉଥିବା ଚଢାଉକୁ ନେଇ ଖୁସି ଅନୁଭବ କରୁଛନ୍ତି କାଲି ସେମାନଙ୍କର ପାଳି ମଧ୍ୟ ଆସିପାରେ ବୋଲି କହିଛନ୍ତି ରାଜାରାମ।

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe