ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର

ଯେପର୍ଯ୍ୟନ୍ତ ପାଣ୍ଡିଆଙ୍କୁ ଧରିଥିବେ ସେତେଦିନ ପର୍ଯ୍ୟନ୍ତ ଜିତିବାର ସ୍ୱପ୍ନ ଦେଖନ୍ତୁ ନାହିଁ।

Jitendra Garnayak
  • Published: Saturday, 07 September 2024
  • Updated: 07 September 2024, 08:39 PM IST

Sports

Latest News

ରାଜ୍ୟରେ ଆଳୁ ସଙ୍କଟ ନବୀନ ଓ ମମତାଙ୍କର ମିଳିତ ସୃଷ୍ଟି। ବଙ୍ଗାଳରେ ଚାଷୀ ଆନ୍ଦୋଳନ କଲେ, ଦିଦି ଟ୍ରକ ଛାଡ଼ିବାକୁ ବାଧ୍ୟ ହେଲେ। ଦୁଇବର୍ଷ ପରେ ଆମକୁ ଆଉ ଅନ୍ୟ ରାଜ୍ୟ ଉପରେ ଆଳୁ ଓ ପିଆଜ ପାଇଁ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି ପାଣ୍ଡିଆନଙ୍କ ଯୋଗୁ ବିଜେଡିର ଏହି ବିପର୍ଯ୍ୟୟ । ଯଦି ବିଜେଡି ପାଣ୍ଡିଆନଙ୍କୁ ଜାବୁଡ଼ି ଧରେ ତେବେ ଦଳ ଆହୁରି ତଳକୁ ତଳକୁ ଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos