Advertisment

'ମୋତେ ଧମକ ଆସିଥିଲା'

ନିମାପଡାରୁ କାହିଁକି କଂଗ୍ରେସ ପ୍ରାର୍ଥୀ ହେଲେ ସିଦ୍ଧାର୍ଥ ରାଉତରାୟ ସବୁ ଗୁମର ଖୋଲି କହିଦେଲେ ସିଦ୍ଧାର୍ଥ।

author-image
Manoj Swain

ବିଶ୍ୱର ୭ଟି ଶୃଙ୍ଗ ଚଢ଼ି ସାହାସିକତା ଦେଖାଇଥିବା ତଥା ଜଣେ ସଫଳ ମ୍ୟାନେଜମେଣ୍ଟ ଗୁରୁ ସିଦ୍ଧାର୍ଥ ରାଉତରାୟ କେଉଁଠୁ ଲଢ଼ିବେ, ସେ ନେଇ କାହିଁକି ବୟାନ ବଦଳାଉଥିଲେ ? ଆଉ ସେ କାହିଁକି ଲିଫଲେଟରୁ ବାପା ସୁର ରାଉତରାୟଙ୍କ ଫଟୋ ହଟାଇଲେ? ଶୁଣନ୍ତୁ ଏନେଇ ସିଦ୍ଧାର୍ଥ ରାଉତରାୟ କ'ଣ କହିଛନ୍ତି ଶୁଣନ୍ତୁ ..

Advertisment
Odisha Congress