Advertisment

ବିଜେଡି ପ୍ରାୟୋଜିତ କିନ୍ନର ଆନ୍ଦୋଳନ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କିନ୍ନରମାନଙ୍କୁ ମିଠା ଖୁଆଇଲେ ଝିଅ। ମହିଳା ପୁଲିସ୍ ଅଧିକାରୀଙ୍କ ସହ ବିବାଦ ନେଇ କିନ୍ନରମାନେ ଆଜି ଜୟନାରାୟଣ ମିଶ୍ରଙ୍କ ବାସଭବନ ସାମ୍ନାରେ ଆନ୍ଦୋଳନ କରୁଥିଲେ।

author-image
Manoj Swain

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କିନ୍ନରମାନଙ୍କୁ ମିଠା ଖୁଆଇଲେ ଝିଅ। ମହିଳା ପୁଲିସ୍ ଅଧିକାରୀଙ୍କ ସହ ବିବାଦ ନେଇ କିନ୍ନରମାନେ ଆଜି ଜୟନାରାୟଣ ମିଶ୍ରଙ୍କ ବାସଭବନ ସାମ୍ନାରେ ଆନ୍ଦୋଳନ କରୁଥିଲେ।

Advertisment
BjD Bjp Odisha Politics Jaynarayan Mishra