UPSCରେ କେମିତି Rank-2 ପାଇଲେ ଅନିମେଶ, କହିଲେ ସଂଘର୍ଷର କଥା... | Odisha Reporter
କେନ୍ଦ୍ର ଲୋକସେବା ଆୟୋଗ(UPSC) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୩ ଫଳ ପ୍ରକାଶ ପାଇଛି। ତାଳଚେରର ଅନିମେଶ ବନିଲେ ଦ୍ୱିତୀୟ IAS ଟପ୍ପର। ବିନା କୌଣସି କୋଚିଂରେ, ପ୍ରଥମ ପ୍ରୟାସରେ କେମିତି ପାଇଲେ ବଡ଼ ସଫଳତା। ଏହି ସଫଳତା ପାଇବା ପାଇଁ ଅନିମେଶ ଯେଉଁ ତ୍ୟାଗ ଓ ସଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବିରାଟ ସଫଳତା ପଛରେ ଅନେକ ଅକୁହା କଥା । ଲୁଚି ରହିଛି ବେଦନା, ଲୁହ ଆଉ କୋହ । ପଢିଲା ବେଳେ ବିଫଳତାର ପ୍ରଶ୍ନ ମୁଣ୍ଡକୁ ଆସେ କି ନାହିଁ ? ମାଆଙ୍କ ଅକାଳ ମୃତ୍ୟୁ ଭିତରେ କେମିତି ଥିଲା ଏ ଆଇଏଏସର ଯାତ୍ରା ? ଶୁଣନ୍ତୁ ଅନିମେଶ ପ୍ରଧାନଙ୍କ ଅନେକ ଅକୁହା କଥା...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
