କେନ୍ଦ୍ର ଲୋକସେବା ଆୟୋଗ(UPSC) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୩ ଫଳ ପ୍ରକାଶ ପାଇଛି। ତାଳଚେରର ଅନିମେଶ ବନିଲେ ଦ୍ୱିତୀୟ IAS ଟପ୍ପର। ବିନା କୌଣସି କୋଚିଂରେ, ପ୍ରଥମ ପ୍ରୟାସରେ କେମିତି ପାଇଲେ ବଡ଼ ସଫଳତା। ଏହି ସଫଳତା ପାଇବା ପାଇଁ ଅନିମେଶ ଯେଉଁ ତ୍ୟାଗ ଓ ସଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବିରାଟ ସଫଳତା ପଛରେ ଅନେକ ଅକୁହା କଥା । ଲୁଚି ରହିଛି ବେଦନା, ଲୁହ ଆଉ କୋହ । ପଢିଲା ବେଳେ ବିଫଳତାର ପ୍ରଶ୍ନ ମୁଣ୍ଡକୁ ଆସେ କି ନାହିଁ ? ମାଆଙ୍କ ଅକାଳ ମୃତ୍ୟୁ ଭିତରେ କେମିତି ଥିଲା ଏ ଆଇଏଏସର ଯାତ୍ରା ? ଶୁଣନ୍ତୁ ଅନିମେଶ ପ୍ରଧାନଙ୍କ ଅନେକ ଅକୁହା କଥା...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଦୀପ କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା
କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ?
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’