Advertisment

ଶୁଣନ୍ତୁ ଦାମଙ୍କ କାହାଣୀ, ଦାମଙ୍କ ମୁହଁରୁ

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ।

author-image
Manoj Swain

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ଲୋକେ କହନ୍ତି, ତାଙ୍କ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼େ। ସବୁବେଳେ ରୋକଠୋକ କଥା କହନ୍ତି। ସେଥିପାଇଁ, କେତେବେଳେ ଲୋକେ ତାଙ୍କୁ ପ୍ରଶଂସା କରନ୍ତି ତ ପୁଣି କେତେବେଳେ ଲୋକେ ତାଙ୍କୁ ସମାଲୋଚନା କରନ୍ତି। ସବୁ ପରେ ବି ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଥିଲେ ଜଣେ ଦକ୍ଷ ସଂଗଠକ ଓ ଲୋକପ୍ରିୟ ନେତା। ସତ କହିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ ଦାମ ବାବୁ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଯାହା କେବେ ବି ପୂରଣ ହେବନି। ସେଦିନର କଥା ମନେପଡ଼େ। ତେବେ ଶୁଣନ୍ତୁ ଦାମଙ୍କ କାହାଣୀ, ଦାମଙ୍କ ମୁହଁରୁ।

Advertisment
Damodara Rout Odisha