Advertisment

'ଆଇନ ଅନୁସାରେ ସରକାରୀ ସମ୍ପତ୍ତି ଭାଙ୍ଗିବା ଏକ ଅପରାଧ'

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା ନେଇ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରସନ୍ନ ମିଶ୍ର।

author-image
Manoj Swain
ଅଦ୍ୟତନ ହୋଇଛି

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା ନେଇ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରସନ୍ନ ମିଶ୍ର। ସେ କହିଛନ୍ତି, ଆଇନ ଅନୁସାରେ ସରକାରୀ ସମ୍ପତ୍ତି ଭାଙ୍ଗିବା ଏକ ଅପରାଧ, ଏଥିପାଇଁ ତାଙ୍କ ବିରୋଧରେ କ୍ରିମିନାଲ କେସ୍ ମଧ୍ୟ ହୋଇପାରେ। ଘର ନିର୍ମାଣ ପାଇଁ ଟଙ୍କା କୁଆଡୁ ଆସିଲା, ତା'ର ହିସାବ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଦେବାକୁ ପଡ଼ିବ। ଏ ନେଇ ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରସନ୍ନ ମିଶ୍ର।

Advertisment
Odisha BjD Pranab Prakash Das