ଅଦ୍ୟତନ ହୋଇଛି
Exclusive Interview With Juel Oram | ନବୀନଙ୍କ ଫଟୋ ଦେଖାଇ ଭୋଟ୍ ନେଲେ, ଶାସନ ଅଣଓଡ଼ିଆଙ୍କୁ ଦେଲେ | OR
Advertisment
ନିର୍ବାଚନ ଆସିଛି । ପୁଣି ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ସବୁ ନିର୍ବାଚନଠୁ, ଏହି ନିର୍ବାଚନ କେତେ ଅଲଗା ? କ’ଣ ରହିବ ବିଜେପିର ଗତିବିଦ୍ଧି ? ବିଜେଡି ସରକାର ଗଢିବ ନା ବିଜେପି ଗଢିବ ସରକାର ? ଏନେଇ ଆମ ସହିତ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us