‘ମଣ୍ଡି ପାଖରେ ପାଣି ଓ ଖାଇବା କୃଷକଙ୍କ ଲାଗି ମହଜୁଦ ରହିବ’

ମେସଜରେ ମଣ୍ଡିକୁ ଧାନ ଆଣିବାର ତାରିଖ ଜଣାଇଦିଆଯିବ ଏବଂ ମଣ୍ଡି ପାଖରେ ପାଣି ଓ ଖାଇବା କୃଷକଙ୍କ ଲାଗି ମହଜୁଦ ରହିବ। ମଣ୍ଡିରୁ ମିଲର ପାଖକୁ ଆସୁଥିବା ଗାଡ଼ିରେ ଜିପିଏସ ଲାଗିବ।

Jitendra Garnayak
  • Published: Monday, 15 July 2024
  • Updated: 15 July 2024, 09:46 PM IST

Sports

Latest News

ଦର ବୃଦ୍ଧି ଉପର ନିୟନ୍ତ୍ରଣ ଆସିବ। କେହି ଯଦି ଉଚ୍ଚାଦରରେ ଖାଉଟି ସାମଗ୍ରୀ ବିକ୍ରି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତି ଜିଲ୍ଲାରେ ଖୋଲିବ ମଣ୍ଡି। ଖରିଫ୍ ଓ ରବି ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ଚାଷୀଙ୍କୁ ଦିଆଯିବ । ମେସଜରେ ମଣ୍ଡିକୁ ଧାନ ଆଣିବାର ତାରିଖ ଜଣାଇଦିଆଯିବ ଏବଂ ମଣ୍ଡି ପାଖରେ ପାଣି ଓ ଖାଇବା କୃଷକଙ୍କ ଲାଗି ମହଜୁଦ ରହିବ। ମଣ୍ଡିରୁ ମିଲର ପାଖକୁ ଆସୁଥିବା ଗାଡ଼ିରେ ଜିପିଏସ ଲାଗିବ। ଚାଉଳ ଏଟିଏମ କାମ ଚାଲୁଛି ଖୁବ ଜଲଦି ତାହା ଲଞ୍ଚ୍ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।  ସ୍ବତନ୍ତ୍ର ସାକ୍ଷାତାକାରରେ ଆଉ କ'ଣ କହୁଛନ୍ତି ମନ୍ତ୍ରୀ ଶୁଣିନିଅନ୍ତୁ...

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos