‘ମଣ୍ଡି ପାଖରେ ପାଣି ଓ ଖାଇବା କୃଷକଙ୍କ ଲାଗି ମହଜୁଦ ରହିବ’

  • Published: Monday, 15 July 2024
  • , Updated: 15 July 2024, 09:46 PM IST

ଦର ବୃଦ୍ଧି ଉପର ନିୟନ୍ତ୍ରଣ ଆସିବ। କେହି ଯଦି ଉଚ୍ଚାଦରରେ ଖାଉଟି ସାମଗ୍ରୀ ବିକ୍ରି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତି ଜିଲ୍ଲାରେ ଖୋଲିବ ମଣ୍ଡି। ଖରିଫ୍ ଓ ରବି ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ଚାଷୀଙ୍କୁ ଦିଆଯିବ । ମେସଜରେ ମଣ୍ଡିକୁ ଧାନ ଆଣିବାର ତାରିଖ ଜଣାଇଦିଆଯିବ ଏବଂ ମଣ୍ଡି ପାଖରେ ପାଣି ଓ ଖାଇବା କୃଷକଙ୍କ ଲାଗି ମହଜୁଦ ରହିବ। ମଣ୍ଡିରୁ ମିଲର ପାଖକୁ ଆସୁଥିବା ଗାଡ଼ିରେ ଜିପିଏସ ଲାଗିବ। ଚାଉଳ ଏଟିଏମ କାମ ଚାଲୁଛି ଖୁବ ଜଲଦି ତାହା ଲଞ୍ଚ୍ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।  ସ୍ବତନ୍ତ୍ର ସାକ୍ଷାତାକାରରେ ଆଉ କ'ଣ କହୁଛନ୍ତି ମନ୍ତ୍ରୀ ଶୁଣିନିଅନ୍ତୁ...

 

Related story