କ’ଣ ଲକ୍ଷ୍ୟଣ ଦେଖାଦେଲେ ଆପଣ ଜାଣିବେ କ୍ୟାନସର ହୋଇଛି ବୋଲି ? କ’ଣ କଲେ ଆପଣଙ୍କୁ ଜମାରୁ ମାଡ଼ିବନି କ୍ୟାନସର ? କ୍ୟାନସର ରୋଗ ନାଁ ଶୁଣିଲେ, ମନରେ ଭୟ ପଶେ। ଅଧିକାଂଶ ଲୋକ ଭାବନ୍ତି, କ୍ୟାନସର ରୋଗ ହେଲା ମାତ୍ରେ ଜୀବନଟା ସରିଗଲା। କିନ୍ତୁ ଏହା ଏକ ଭୁଲ୍ ଧାରଣା। ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ମଧ୍ୟ ସୁସ୍ଥ ହୋଇପାରୁଛନ୍ତି। ଏ ନେଇ ଅଧିକ ଆମ ସହ ଆଲୋଚନା କରିଛନ୍ତି ବରିଷ୍ଠ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ଅଗ୍ରଓ୍ବାଲ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସର ରୋଗ ଚିହ୍ନଟ ହେବା ନିହାତି ଆବଶ୍ୟକ, କେବଳ ସଚେତନତା ମାଧ୍ୟମରେ ହିଁ ଏହା ସମ୍ଭବ। ତେଣୁ କ୍ୟାନସର ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ କର୍କଟ ସଚେତନତା ଦିବସ ପାଳନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’