Advertisment

'ପଞ୍ଜାବୀଙ୍କୁ ହୁଏନି ଓରାଲ କ୍ୟାନ୍‌ସର'

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସର ରୋଗ ଚିହ୍ନଟ ହେବା ନିହାତି ଆବଶ୍ୟକ, କେବଳ ସଚେତନତା ମାଧ୍ୟମରେ ହିଁ ଏହା ସମ୍ଭବ। ତେଣୁ କ୍ୟାନସର ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ କର୍କଟ ସଚେତନତା ଦିବସ ପାଳନ କରାଯାଉଛି।

author-image
Manoj Swain

କ’ଣ ଲକ୍ଷ୍ୟଣ ଦେଖାଦେଲେ ଆପଣ ଜାଣିବେ କ୍ୟାନସର ହୋଇଛି ବୋଲି ?  କ’ଣ କଲେ ଆପଣଙ୍କୁ ଜମାରୁ ମାଡ଼ିବନି କ୍ୟାନସର ? କ୍ୟାନସର ରୋଗ ନାଁ ଶୁଣିଲେ, ମନରେ ଭୟ ପଶେ। ଅଧିକାଂଶ ଲୋକ ଭାବନ୍ତି, କ୍ୟାନସର ରୋଗ ହେଲା ମାତ୍ରେ ଜୀବନଟା ସରିଗଲା। କିନ୍ତୁ ଏହା ଏକ ଭୁଲ୍ ଧାରଣା। ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ମଧ୍ୟ ସୁସ୍ଥ ହୋଇପାରୁଛନ୍ତି। ଏ ନେଇ ଅଧିକ ଆମ ସହ ଆଲୋଚନା କରିଛନ୍ତି ବରିଷ୍ଠ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ଅଗ୍ରଓ୍ବାଲ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସର ରୋଗ ଚିହ୍ନଟ ହେବା ନିହାତି ଆବଶ୍ୟକ, କେବଳ ସଚେତନତା ମାଧ୍ୟମରେ ହିଁ ଏହା ସମ୍ଭବ। ତେଣୁ କ୍ୟାନସର ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। 

Advertisment
Odisha Odia Health Tips Cancer