ବିଜେଡି ବିଜେପିକୁ କନଫ୍ୟୁଜ୍ କରି ଫାଇଦା ନେଉଛି | Odisha Reporter
୨୦୨୪ ନିର୍ବାଚନରେ କ’ଣ ରହିବ ରାଜ୍ୟ ରାଜନୀତିର ପାଣିପାଗ ? ପାଞ୍ଚଟି ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରଭାବ ଓଡ଼ିଶା ଉପରେ କଣ ପଡ଼ିବ ? ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ବିଜେପିର ଦମ୍ଦାର ବିଜୟ ଓଡ଼ିଶା ଉପରେ ପ୍ରଭାବ ପକାଇବ କି ? ତିନି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ କେତେ ଫାଇଦା ନେବ ରାଜ୍ୟ ବିଜେପି ? ଓଡ଼ିଶାରେ ହେବ କି ବଡ଼ ପରିବର୍ତ୍ତନ ? କ୍ଷମତାକୁ ଆସିବେ କି ବିରୋଧୀ ? ଏନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
