Advertisment

ଚିଲିକା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ

'ଚିଲିକା ମୋ ଗାଁ, ଖୋର୍ଦ୍ଧାରୁ ମୁଁ ୪ ଥର ବିଧାୟକ ହୋଇଛି'

author-image
Manoj Swain

ଚିଲିକା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା। କହିଲେ, ଗତକାଲି ନବୀନ ନିବାସରେ ମିଟିଂ ହୋଇଥିଲା, ମୁଁ ବି ଯାଇଥିଲି। ଚିଲିକା ମୋ ଗାଁ, ପାଖ ଖୋର୍ଦ୍ଧାରୁ ମୁଁ ୪ ଥର ବିଧାୟକ ହୋଇଛି। ଦଳ ମୋତେ ଯେଉଁଠୁ ଦାୟିତ୍ୱ ଦେବ ମୁଁ ରାଜି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha BjD