Advertisment

ବିଜେପି କାହାକୁ କରିବ ମୁଖ୍ୟମନ୍ତ୍ରୀ?

ଓଡ଼ିଶାରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଠନ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ।

author-image
Jitendra Garnayak

ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଚର୍ଚ୍ଚାରେ ସବୁଠୁ ଆଗରେ ଅଛନ୍ତି ବିଧାୟକ ସୁରେଶ ପୂଜାରୀ। ଦେଖନ୍ତୁ ଏନେଇ ସୁରେଶଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର...

Advertisment
Bjp Suresh Pujari CM Race