Advertisment

ଦାମୋଦର ରାଉତଙ୍କୁ କାହିଁକି ଚୁଡ଼ି ପିନ୍ଧାଇଥିଲେ ଜୟନ୍ତୀ ପଟ୍ଟନାୟକ ?

ଦାମଙ୍କ ବିରୋଧରେ ଆସିଥିବା ସବୁଠାରୁ ବଡ଼ ଅଭିଯୋଗ ସବୁଠାରୁ ବଡ଼ ବିବାଦ। ଦାମଙ୍କୁ କାହିଁକି ଚୁଡ଼ି ପିନ୍ଧାଇଥିଲେ ଜୟନ୍ତୀ ପଟ୍ଟନାୟକ ? ଏହି ବିବାଦ ପରେ ବିଜୁ ବାବୁଙ୍କ କଣ ଥିଲା ବୟାନ, ସେ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

author-image
Manoj Swain

ଦାମଙ୍କ ବିରୋଧରେ ଆସିଥିବା ସବୁଠାରୁ ବଡ଼ ଅଭିଯୋଗ ସବୁଠାରୁ ବଡ଼ ବିବାଦ। ଦାମଙ୍କୁ କାହିଁକି ଚୁଡ଼ି ପିନ୍ଧାଇଥିଲେ ଜୟନ୍ତୀ ପଟ୍ଟନାୟକ ? ଏହି ବିବାଦ ପରେ ବିଜୁ ବାବୁଙ୍କ କଣ ଥିଲା ବୟାନ, ସେ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଆଗାମୀ ଅଧ୍ୟାୟରେ ଦାମ ବାବୁଙ୍କ ଆହୁରି କିଛି ଗୁମର ଖୋଲିବ।

Advertisment
Odisha BjD Damodara Rout