""ଏସଏଚଜି ମା" ଆମେ କଣ ବାପା !" କିଛି ଏଭଳି କହି ରାଜରାସ୍ତାରେ ଜର୍ଗିଛନ୍ତି ଅଙ୍ଗନବାଡିକର୍ମୀ । ତେବେ ଆନ୍ଦୋଳନ କରି କଣ କହୁଛନ୍ତି ଶୁଣନ୍ତୁ । ୫ଦଫା ଦାବି ନେଇ ଲୋୟର ପିଏମଜିରେ ଅଙ୍ଗନବାଡି ଦିଦି ଓ ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ। ସ୍ଥାୟୀ କର୍ମଚାରୀ ଘୋଷଣା ସହ ୨୬ ହଜାର ଟଙ୍କା ଦରମା ଦାବି।Advertisment "