Advertisment

‘ଏସଏଚଜି ମା’ ଆମେ କଣ ବାପା !’

୫ଦଫା ଦାବି ନେଇ ଲୋୟର ପିଏମଜିରେ ଅଙ୍ଗନବାଡି ଦିଦି ଓ ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ। ସ୍ଥାୟୀ କର୍ମଚାରୀ ଘୋଷଣା ସହ ୨୬ ହଜାର ଟଙ୍କା ଦରମା ଦାବି।

Advertisment

‘ଏସଏଚଜି ମା’ ଆମେ କଣ ବାପା !’ କିଛି ଏଭଳି କହି ରାଜରାସ୍ତାରେ ଜର୍ଗିଛନ୍ତି ଅଙ୍ଗନବାଡିକର୍ମୀ । ତେବେ ଆନ୍ଦୋଳନ କରି କଣ କହୁଛନ୍ତି ଶୁଣନ୍ତୁ । ୫ଦଫା ଦାବି ନେଇ ଲୋୟର ପିଏମଜିରେ ଅଙ୍ଗନବାଡି ଦିଦି ଓ ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ। ସ୍ଥାୟୀ କର୍ମଚାରୀ ଘୋଷଣା ସହ ୨୬ ହଜାର ଟଙ୍କା ଦରମା ଦାବି।

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe