Advertisment

‘ଆମକୁ ଝିଙ୍କି ପ୍ରାଇଭେଟ ପାର୍ଟ ଟଚ୍‌ କରିଛନ୍ତି’

ଲୋୟର ପିଏମ୍‌ଜିରେ ଆୟୁଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉ ନ ଥିବା ଅଭିଯୋଗ।

author-image
Manoj Swain

ଲୋୟର ପିଏମ୍‌ଜିରେ ଆୟୁଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉ ନ ଥିବା ଅଭିଯୋଗ। ଭୁବନେଶ୍ୱରରେ ଆୟୁଷ ଡାକ୍ତରୀ ଛାତ୍ରଛତ୍ରୀ ମାନେ ପ୍ରତିବାଦ କରୁଥିବା ବେଳେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। 'ଆମକୁ ଝିଙ୍କି ଆମ ପ୍ରାଇଭେଟ ପାର୍ଟ ଟଚ୍‌ କରିଛନ୍ତି' କିଛି ଏଭଳି କହିଛନ୍ତି ଆନ୍ଦୋଳନରତ ଆୟୁଷ ଛାତ୍ରଛାତ୍ରୀ ।

Advertisment
Odisha Bhubaneswar