ରାଜ୍ୟରେ ହୋମ୍ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ବ୍ୟାନ୍ ପ୍ରତ୍ୟାହୃତ ହୋଇଛି। ଏହାଦ୍ୱାରା ରାଜ୍ୟରେ ଖାଲିଥିବା ହୋମ୍ ଗାର୍ଡ ପଦବୀ ଖୁବ୍ଶୀଘ୍ର ପୂରଣ ହୋଇ ପାରିବ।
Also Read
ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ଟି ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ୱାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Jobs
‘ସରକାରୀ ଚାକିରିଆଙ୍କ ଅବସର ସୀମା ୮୦ କରି ଦିଅନ୍ତୁ’
ପିଲାମାନେ ଅପେକ୍ଷା କରିଥିଲେ ନିଯୁକ୍ତି ବିଜ୍ଞପ୍ତିକୁ। ବିଜ୍ଞପ୍ତି ବାହାରିଲା। କିନ୍ତୁ ପିଲାମାନଙ୍କ ପାଇଁ ନୁହେଁ,ଅବସର କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ।
Jobs
SBIରେ ପୂରଣ ହେବ ୧୬୯ ପଦବୀ, ଇଞ୍ଜିନିୟରିଂ ପିଲାଙ୍କ ପାଇଁ ରହିଛି ସୁଯୋଗ
ସ୍ପେଶାଲ କ୍ୟାଡର ଅଫିସର ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
Jobs
ଓଡ଼ିଶା ସରକାରରେ ନିଯୁକ୍ତି ସୁଯୋଗ; ବିଜ୍ଞପ୍ତି ପ୍ରକାଶ କଲା OSSC
ତିନି ଶହରୁ ଅଧିକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି OSSC।