୪୫୦ରୁ ଅଧିକ ଜଣଙ୍କୁ ନିଯୁକ୍ତି ଦେବ ବ୍ୟାଙ୍କ ଅଫ୍ ବରୋଦା; ଜାଣି ନିଅନ୍ତୁ ଆପଣଙ୍କ ପାଇଁ ସୁଯୋଗ ଅଛି ନା ନାହିଁ

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ତିନି ଦିନ ତଳୁ ଅର୍ଥାତ ଜୁନ୍ ୧୨ ତାରିଖରୁ ଆରମ୍ଭ ହୋଇସାରିଛି।

Representational Image

  • Published: Saturday, 15 June 2024
  • , Updated: 15 June 2024, 08:46 PM IST

ବ୍ୟାଙ୍କ ଅଫ୍ ବରୋଦାରେ ବାହାରିଛି ଚାକିରି। ୬୩ଟି ପଦପଦବୀରେ ୪୫୯ ଜଣଙ୍କୁ ଦେବ ନିଯୁକ୍ତି। ଡେପୁଟି ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ), ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ), ଡେପୁଟି ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର) ଓ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର) ଠାରୁ ଆରମ୍ଭ କରି ଗ୍ରୁପ୍ ହେଡ୍, ଟେରିଟୋରୀ ହେଡ୍, ସିନିୟର ରିଲେସନଶିପ ମ୍ୟାନେଜର ଆଦି ଅନେକ ପଦପଦବୀରେ କମ୍ପାନୀ ନିଯୁକ୍ତ ଦେବ।

ଡେପୁଟି ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ)ଙ୍କ ଦରମା ୨୫ ଲକ୍ଷରୁ ୪୨ ଲକ୍ଷ ଥିବା ବେଳେ ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ)ଙ୍କ ଦରମା ୨୦ରୁ ୪୦ ଲକ୍ଷ, ଡେପୁଟି ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର)ଙ୍କ ଦରମା ୨୪ରୁ ୪୫ ଲକ୍ଷ ଓ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର)ଙ୍କ ଦରମା ୨୪ରୁ ୪୦ ଲକ୍ଷ ରହିଛି।

ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ। ଆଉ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ତିନି ଦିନ ତଳୁ ଅର୍ଥାତ ଜୁନ୍ ୧୨ ତାରିଖରୁ ଆରମ୍ଭ ହୋଇସାରିଛି। ଏହା ଆସନ୍ତା ମାସ ଅର୍ଥାତ୍ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ www.bankofbaroda.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଦେଖି ନିଅନ୍ତୁ କେଉଁ ପଦ ପାଇଁ ବ୍ୟାଙ୍କ କେତେ ଜଣଙ୍କୁ ନିଯୁକ୍ତି ଦେବ।

Dy. Vice President – Data Scientist: 2 posts

Asst. Vice President – Data Scientist: 5 posts

Dy. Vice President – Data Engineer: 2 posts

Asst. Vice President – Data Engineer: 4 posts

Application Architect: 1 post

Enterprise Architect: 1 post

Infrastructure Architect: 2 posts

Integration Expert: 2 posts

Technology Architect: 2 posts

Quality Assurance Engineers: 1 post

Senior Developer – Full Stack Java: 8 posts

Developer – Full Stack Java: 3 posts

Developer – Full Stack .NET & JAVA: 5 posts

Senior Developer – Mobile Application Development: 2 posts

Developer – Mobile Application Development: 5 posts

Senior UI/UX Designer: 1 post

UI/UX Designer: 1 post

Zonal Sales Manager – MSME Business: 1 post

Zonal Sales Manager – MSME – CV/CME: 1 post

Zonal Sales Manager – MSME – LAP/ Unsecured Business: 1 post

Assistant Vice President MSME – Sales: 17 posts

Assistant Vice President MSME – Sales CV/CME Loans: 3 posts

Senior Manager MSME – Sales: 7 posts

Senior Manager MSME – Sales CV/CME Loans: 4 posts

Senior Manager MSME – Sales LAP/ Unsecured Business Loans: 1 post

Senior Manager MSME – Sales Forex (Export/Import Business): 10 posts

Manager MSME – Sales: 11 posts

Radiance Private Sales Head: 1 post

Group Head: 4 posts

Territory Head: 8 posts

Senior Relationship Manager: 234 posts

E-Wealth Relationship Managers: 26 posts

Private Banker Radiance Private: 12 posts

Group Sales Head (Virtual RM Sales Head): 1 post

Wealth Strategist (Investment & Insurance): 9 posts

Product Head - Private Banking: 1 post

Portfolio Research Analyst: 1 post

Assistant Vice President Acquisition & Relationship Manager: 19 posts

Digital Marketing Specialists for Social Media Marketing: 1 post

Digital Lending Risk Specialist: 2 posts

Special Analytics for Cross Sell, BNPL: 3 posts

Zonal Lead Manager Merchant Business Acquiring: 4 posts

Data Engineers: 1 post

ML Ops Specialist: 1 post

Specialist in RPA – Recon Process Automation: 1 post

Business Manager (Mobile Banking): 1 post

Business Manager (FASTAG): 1 post

Business Manager (BBPS): 1 post

Lead – UPI: 1 post

Lead – Digital Bank: 1 post

Digital Partnership Lead – Corporates: 1 post

Business Lead - Emerging Startups: 1 post

Analytics - Personal Loan: 1 post

Analytics - Auto Loan: 1 post

Analytics - Gold Loan: 1 post

Analytics - Home Loan: 1 post

Creative Designer: 1 post

Lead – Digital Payment Fraud Prevention: 1 post

Lead – Kiosk Operations: 1 post

Specialist UI/UX – Customer Journey: 1 post

UPI Merchant Product Manager: 4 posts

UI/UX Specialist - Digital Journey: 1 post

Defence Banking Advisor (DBA): 7 posts

ଏହି ସବୁ ପଦପଦବୀ ପାଇଁ କେଉଁମାନେ ଯୋଗ୍ୟ, ବୟସ ସୀମା କେତେ ରହିଛି, ଶିକ୍ଷାଗତ ଯୋଗ୍ୟତା କ’ଣ ହୋଇଥିବା ଆବଶ୍ୟକ, କେତେ ବର୍ଷର ଅଭିଜ୍ଞତା ଥିବା ଦରକାର ଆଦି ଜାଣିବା ପାଇଁ ବ୍ୟାଙ୍କ ଅଫ୍ ବରୋଦାର ବିଜ୍ଞପ୍ତିକୁ ଆଗ୍ରହୀ ପ୍ରାର୍ଥୀମାନେ ଦେଖିପାରିବେ। ସେଥିପାଇଁ ଏହି ଲିଙ୍କରେ କ୍ଲିକ୍ କରିପାରିବେ।

Related story