ବ୍ୟାଙ୍କ ଅଫ୍ ବରୋଦାରେ ବାହାରିଛି ଚାକିରି। ୬୩ଟି ପଦପଦବୀରେ ୪୫୯ ଜଣଙ୍କୁ ଦେବ ନିଯୁକ୍ତି। ଡେପୁଟି ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ), ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ), ଡେପୁଟି ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର) ଓ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର) ଠାରୁ ଆରମ୍ଭ କରି ଗ୍ରୁପ୍ ହେଡ୍, ଟେରିଟୋରୀ ହେଡ୍, ସିନିୟର ରିଲେସନଶିପ ମ୍ୟାନେଜର ଆଦି ଅନେକ ପଦପଦବୀରେ କମ୍ପାନୀ ନିଯୁକ୍ତ ଦେବ।
ଡେପୁଟି ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ)ଙ୍କ ଦରମା ୨୫ ଲକ୍ଷରୁ ୪୨ ଲକ୍ଷ ଥିବା ବେଳେ ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଡାଟା ସାଇଣ୍ଟିଷ୍ଟ)ଙ୍କ ଦରମା ୨୦ରୁ ୪୦ ଲକ୍ଷ, ଡେପୁଟି ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର)ଙ୍କ ଦରମା ୨୪ରୁ ୪୫ ଲକ୍ଷ ଓ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ (ଡାଟା ଇଞ୍ଜିନିୟର)ଙ୍କ ଦରମା ୨୪ରୁ ୪୦ ଲକ୍ଷ ରହିଛି।
ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ରେ ଆବେଦନ କରିବାକୁ ହେବ। ଆଉ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ତିନି ଦିନ ତଳୁ ଅର୍ଥାତ ଜୁନ୍ ୧୨ ତାରିଖରୁ ଆରମ୍ଭ ହୋଇସାରିଛି। ଏହା ଆସନ୍ତା ମାସ ଅର୍ଥାତ୍ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ www.bankofbaroda.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଦେଖି ନିଅନ୍ତୁ କେଉଁ ପଦ ପାଇଁ ବ୍ୟାଙ୍କ କେତେ ଜଣଙ୍କୁ ନିଯୁକ୍ତି ଦେବ।
Dy. Vice President – Data Scientist: 2 posts
Asst. Vice President – Data Scientist: 5 posts
Dy. Vice President – Data Engineer: 2 posts
Asst. Vice President – Data Engineer: 4 posts
Application Architect: 1 post
Enterprise Architect: 1 post
Infrastructure Architect: 2 posts
Integration Expert: 2 posts
Technology Architect: 2 posts
Quality Assurance Engineers: 1 post
Senior Developer – Full Stack Java: 8 posts
Developer – Full Stack Java: 3 posts
Developer – Full Stack .NET & JAVA: 5 posts
Senior Developer – Mobile Application Development: 2 posts
Developer – Mobile Application Development: 5 posts
Senior UI/UX Designer: 1 post
UI/UX Designer: 1 post
Zonal Sales Manager – MSME Business: 1 post
Zonal Sales Manager – MSME – CV/CME: 1 post
Zonal Sales Manager – MSME – LAP/ Unsecured Business: 1 post
Assistant Vice President MSME – Sales: 17 posts
Assistant Vice President MSME – Sales CV/CME Loans: 3 posts
Senior Manager MSME – Sales: 7 posts
Senior Manager MSME – Sales CV/CME Loans: 4 posts
Senior Manager MSME – Sales LAP/ Unsecured Business Loans: 1 post
Senior Manager MSME – Sales Forex (Export/Import Business): 10 posts
Manager MSME – Sales: 11 posts
Radiance Private Sales Head: 1 post
Group Head: 4 posts
Territory Head: 8 posts
Senior Relationship Manager: 234 posts
E-Wealth Relationship Managers: 26 posts
Private Banker Radiance Private: 12 posts
Group Sales Head (Virtual RM Sales Head): 1 post
Wealth Strategist (Investment & Insurance): 9 posts
Product Head - Private Banking: 1 post
Portfolio Research Analyst: 1 post
Assistant Vice President Acquisition & Relationship Manager: 19 posts
Digital Marketing Specialists for Social Media Marketing: 1 post
Digital Lending Risk Specialist: 2 posts
Special Analytics for Cross Sell, BNPL: 3 posts
Zonal Lead Manager Merchant Business Acquiring: 4 posts
Data Engineers: 1 post
ML Ops Specialist: 1 post
Specialist in RPA – Recon Process Automation: 1 post
Business Manager (Mobile Banking): 1 post
Business Manager (FASTAG): 1 post
Business Manager (BBPS): 1 post
Lead – UPI: 1 post
Lead – Digital Bank: 1 post
Digital Partnership Lead – Corporates: 1 post
Business Lead - Emerging Startups: 1 post
Analytics - Personal Loan: 1 post
Analytics - Auto Loan: 1 post
Analytics - Gold Loan: 1 post
Analytics - Home Loan: 1 post
Creative Designer: 1 post
Lead – Digital Payment Fraud Prevention: 1 post
Lead – Kiosk Operations: 1 post
Specialist UI/UX – Customer Journey: 1 post
UPI Merchant Product Manager: 4 posts
UI/UX Specialist - Digital Journey: 1 post
Defence Banking Advisor (DBA): 7 posts
ଏହି ସବୁ ପଦପଦବୀ ପାଇଁ କେଉଁମାନେ ଯୋଗ୍ୟ, ବୟସ ସୀମା କେତେ ରହିଛି, ଶିକ୍ଷାଗତ ଯୋଗ୍ୟତା କ’ଣ ହୋଇଥିବା ଆବଶ୍ୟକ, କେତେ ବର୍ଷର ଅଭିଜ୍ଞତା ଥିବା ଦରକାର ଆଦି ଜାଣିବା ପାଇଁ ବ୍ୟାଙ୍କ ଅଫ୍ ବରୋଦାର ବିଜ୍ଞପ୍ତିକୁ ଆଗ୍ରହୀ ପ୍ରାର୍ଥୀମାନେ ଦେଖିପାରିବେ। ସେଥିପାଇଁ ଏହି ଲିଙ୍କରେ କ୍ଲିକ୍ କରିପାରିବେ।